ନାଉରୀ || NAURI || ODIA CHRISTIAN SONG 2022 || JYOTIRMAYEE NAYAK || AMIT BADANAYAK || STUDIO VERSION

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରତ୍ୟେକ ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ନମସ୍କାର ଜଣାଏ ମୁଁ ଆପଣମାନଙ୍କର ସାନ ଭାଇ ଅମିତ୍ ବଡ଼ନାୟକ।
AB MUSIC ତରଫରୁ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ମନ ପରିବର୍ତ୍ତନ ନିମନ୍ତେ ଏକ ନିଆରା ଭିନ୍ନ ସ୍ୱାଦର ଗୀତକୁ ନେଇ ଭେଟି ଦେଉଛୁ ଏକ ନୂଆ ମନଛୁଆଁ “ନାଉରୀ” ଗୀତ ।

ଗୀତର ଭାବାର୍ଥ:-

ପ୍ରକୃତରେ ମଣିଷ ଜୀବନ ଏ ଭବ ସାଗରରେ ଭାସି ବୁଲୁଛି। କେତେବେଳେ ଭଉଁରୀ ମାଡ଼ି ଆସୁଛି ତ କେତେବେଳେ ଝଡ଼ ଝଞ୍ଜା ମାଡ଼ି ଆସୁଛି ତ କେତେବେଳେ ବାଆ ବତାସ ଘେରି ଆସୁଛି ଏଣୁ ଏ ପାପ ରୂପ ଦରିଆରୁ ରକ୍ଷା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କରି ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ ନିଶ୍ଚିତ ରୂପେ ସେ ଆମର ନାଉରୀ ସାଜି ଏ ଭବ ଦରିଆରୁ ଆମର ଦଦରା ନାବକୁ ପାରି କରାଇ ସିୟୋନର କୂଳେ ନେଇ ପହଞ୍ଚାଇବେ।

ଆଶା କରୁଛୁ ଏ ସକଳ ବିଷୟବସ୍ତୁ ଉପରେ ଆଧାରିତ ଏହି “ନାଉରୀ” ଗୀତ ଆପଣ ମାନଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ । ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ବ୍ୟବହୃତ ହେଇ ପାରିବ ଏବଂ ଲୋକ ମାନଙ୍କର ମନ ପରିବର୍ତ୍ତନ ନିମନ୍ତେ ସହାୟକ ହେବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord.

Full Lyrics

ନାଉରୀ ଯୀଶୁ ନାଉରୀ
ପାପରୁ କରାଅ ପାରି (୨ଥର)
ଆସୁଛି କେତେ ଭଉଁରୀ
କେମିତି ଯିବୁ ସେ ପାରି (୨ଥର)
ହୋଇ ଆମ ରକ୍ଷାକାରୀ
ପାରି କର ମଙ୍ଗ ଧରି
ନ ହେଲେ ଯିବୁ ମରି =୦=

ବହୁଅଛି ଏତେ ବାଆ ଟଳମଳ ହୁଏ ନାଆ
କେହି ନାହିଁ ଆମ ରାହା ଯୀଶୁ ତୁମେ ହୁଅ ସାହା (୨ଥର)
ଝଡ଼ ଝଞ୍ଜା ବତାସରୁ ଉଦ୍ଧାର ପାପ ସାଗରୁ (୨ଥର)
ତୋଫାନକୁ ଶାନ୍ତ କରି ଦୃଢ଼ ଆଶା ଦିଅ ଭରି
ଲାଗୁଛି ଡର ଭାରି =୧=

ମାଡ଼ି ଆସେ ସଞ୍ଜ ବେଳ ଦିଶୁ ନାହିଁ ସ୍ଥଳ କୂଳ
ପ୍ରାଣ ହୁଏ ଶୋକାକୁଳ ନାହିଁ ଆଉ ଆମ ବଳ (୨ଥର)
ଆମ ସାଥେ ସଦା ରହି ଆମ ନାବ ନିଅ ବାହି (୨ଥର)
ସିୟୋନର କୂଳେ ନେଇ ଦିଅ ପ୍ରଭୁ ପହଞ୍ଚାଇ
ଶୁଣ ଏଇ ଗୁହାରୀ =୨=

SONG CREDITS :

* Song : Nauri (ନାଉରୀ) (Studio Version)

* Singer : Jyotirmayee Nayak (Ollywood Singer)

* Lyrics : Amit Badanayak

* Music : Amit Badanayak (8895583382)

* Programming & Arrangement : Bapi Samal

* Flute by : Prafull (Bangalore)

* Recording & Mixing : MRR Studio, Cuttack

* Recording by : Bunu Bhai

* Mastering By : Shaktiswar Mohapatra

* Production : AB Music

* Camera & Edit : Digital Crew, Cuttack

* Banner : AB Music

* Special Thanks : Tanu Limma

* Music label : AB music

* WhatsApp : 8895583382,7978601423

* Contact : 7978601423,8895583382

Amit Badanayak ” ଏବଂ ” AB MUSIC BANNER ” ଦ୍ଵାରା ପ୍ରସ୍ତୁତ ” NAURI ” ଗୀତର Studio Version Video ଟି ଯଦି ଭଲ ଲାଗିଥାଏ ତେବେ ” Amit Badanayak ” YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ ” Amit Badanayak ” YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||

ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link

ସରଗ ରାଇଜ (Studio Version)
https://youtu.be/cG31wuPjv8Q

ରେ ମନ (HUMANE SAGAR)
https://youtu.be/quUbDXftqRM

ଅଳପ ଆୟୁଷ (Ananya Sritam Nanda)
https://youtu.be/VFtEmGoaW70

ଆସିଛି ବଡ଼ଦିନ Asima Panda (Studio Version)
https://youtu.be/Ed8t7po9XSo

ମହାମାରୀରୁ ରକ୍ଷା କର (Asima Panda)
https://youtu.be/hh0qgElSS08

ପ୍ରଶଂସା ହେଉ ତୁମର (Amit Pani)
https://youtu.be/dgj1PiwBsiw

ଆରାଧ୍ୟ ଈଶ୍ୱର (Ira Mohanty)
https://youtu.be/mOQz13J5aTk

ଶୁଣ ମୋର କ୍ରନ୍ଦନ (Studio Version)
https://youtu.be/12UrulBfclg

ହେ ପ୍ରିୟ ଯୀଶୁ (FULL HD VIDEO)
https://youtu.be/pWQCsegILJ0

ବଡେ ବଡେ ଦୁଃଖ୍ ଆଇସି ତା (Bidyut Bhatra)
https://youtu.be/d4gr5r6MPdI

କାନ୍ଦେ ଆଜି ମୋ ଅନ୍ତର
https://youtu.be/Ex51Pdx7pcU

ମୋ ପାଇଁ କ୍ରୁଶେ ଗଲ ମରି
https://youtu.be/9I2mvt3KuQQ

ଲହୁ ଭିଜା ଲଲାଟ (Studio Version)
https://youtu.be/P1HdiLMYIXM

ମୁଁ ଯେ ଅକିଞ୍ଚନ (Studio Version)
https://youtu.be/GDsKytYi-1s

ହେ ପ୍ରଭୁ (Full HD Video)
https://youtu.be/aClhYtRQOf8

କେଡ଼େ ପ୍ରେମ କଲେ ବୋଲି (Studio Version)
https://youtu.be/3PmsV5soudM

ହେ କ୍ରୁଶଧାରୀ (Studio Version)
https://youtu.be/g_BiXypUW4c

କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4

କମ୍ପିଉଠେ ଏ ଧରା ଧାମ (Dance Video)
https://youtu.be/MLb0U8NY37g

କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE

କେତେ କାଳରେ ମନ (Studio Version)
https://youtu.be/A2TWgMABDiU

କେତେ କାଳରେ ମନ (Music Video)
https://youtu.be/_Fpubwfz5ng

ସତର୍କ ଟିକେ ରୁହ (Studio Version)
https://youtu.be/OPjVQi4KCM8

ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8

#nauri
#naurichristiansong
#newodiachristiansong
#amitbadanayakchristiansongs
#jyotirmayeenayakchristiansongs
#amitbadanayak
#jyotirmayeenayak
#amitbadanayakchristiansongs2022
#odiachristiansongs2022
#latestodiachristiansong
#odianewchristiansongs
#abmusicchristiansongs
#newodiachristiansong2022
#odiachristiansong
#odiachristiansongs
#humanesagarchristiansongs
#amitbadanayak
#abmusic
#humanesagar
#newodiaviralsong
#amitpanichristiansongs
#amitpani
#jyotirmayeenayaksongs
#asimapandachristiansongs
#ananyasritamnandachristiansongs
#latestodiachristiansongs
#shasanksekharchristiansongs
#shasanksekhar
#asimapanda
#ananyasritamnanda

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

source

38 COMMENTS

  1. ଆଗ କାଳରେ ପାଳକମାନେ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ , ବର୍ତ୍ତମାନ ସମୟରେ ଅମିତ୍ sir ଆମକୁ ଗୀତ ମାଧ୍ୟମରେ ଜଣାଇଛନ୍ତି
    ଗୀତ ଶୁଣି ମନରଞ୍ଜନ କରିବା ପାଇଁ ନୁହଁ , ମନ ପରିବର୍ତ୍ତନ କରିବା ପାଇଁ ହେଇଛି , ଏହି ଗୀତ ମୋ ପାଇଁ ଏବଂ ସମସ୍ତଙ୍କ ପାଇଁ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ sir 🙏

    ଅମିତ୍ ସାର୍ ଙ୍କ ଅନ୍ୟାନ୍ୟ ଗୀତ ତଳେ 👇 link ଦିଆଯାଇଛି ଶୁଣନ୍ତୁ 🙏

    ସରଗ ରାଇଜ:-https://youtu.be/cG31wuPjv8Q
    ରେ ମନ :-https://youtu.be/quUbDXftqRM
    ଅଳପ ଆୟୁଷ;-https://youtu.be/VFtEmGoaW70
    ହେ ପ୍ରଭୁ :- https://youtu.be/aClhYtRQOf8
    କାହିଁକି ପ୍ରଭୁ:-https://youtu.be/RW5NHui4NXs
    କେତେବଳେ ଚାଲିଯିବ ଜୀବନ:-https://youtu.be/2PC9FlBJKUE
    କେତେ କାଳରେ ମନ:-https://youtu.be/A2TWgMABDiU
    ଶେଷ ଘଣ୍ଟି:-https://youtu.be/1UL2Vx33-ag

LEAVE A REPLY

Please enter your comment!
Please enter your name here